chromium/components/strings/privacy_sandbox_strings_or.xtb

<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="2252052615723281030">ଆପଣ Chromeରେ ସାଇନ ଇନ କଲେ ଏହି ସେଟିଂ ଆପଣଙ୍କ IP ଠିକଣାକୁ ପ୍ରାଇଭେଟ ରଖିବାରେ ସାହାଯ୍ୟ କରେ। ଯଦି ଏକ ସାଇଟ ଆପଣଙ୍କୁ ଟ୍ରାକ କରୁଛି ବୋଲି Chrome ସନ୍ଦେହ କରେ ତେବେ ଆପଣଙ୍କର କିଛି ଟ୍ରାଫିକ ଗୋପନୀୟତା ସର୍ଭରଗୁଡ଼ିକ ମାଧ୍ୟମରେ ପଠାଯାଇପାରେ।</translation>
<translation id="33479675708419823">ଆପଣ Chromeରେ ସାଇନ ଇନ କଲେ ଏହି ସେଟିଂ ଆପଣଙ୍କ IP ଠିକଣାକୁ ପ୍ରାଇଭେଟ ରଖିବାରେ ସାହାଯ୍ୟ କରେ। ଯଦି ଏକ ସାଇଟ ଆପଣଙ୍କୁ ଟ୍ରାକ କରୁଛି ବୋଲି Chrome ସନ୍ଦେହ କରେ ତେବେ ଆପଣଙ୍କର କିଛି ଟ୍ରାଫିକ ଗୋପନୀୟତା ସର୍ଭରଗୁଡ଼ିକ ମାଧ୍ୟମରେ ପଠାଯାଇପାରେ। <ph name="LINK_BEGIN" />IP ସୁରକ୍ଷା କିପରି କାର୍ଯ୍ୟ କରେ<ph name="LINK_END" /> ସେ ବିଷୟରେ ଅଧିକ ଜାଣନ୍ତୁ</translation>
<translation id="3529311220178827364">ଆପଣଙ୍କ IP ଠିକଣା ଲୁଚାଇବା ବିଷୟରେ ଅଧିକ ଜାଣନ୍ତୁ</translation>
<translation id="4301151630239508244">ବିଜ୍ଞାପନକୁ ପର୍ସନାଲାଇଜ କରିବା ପାଇଁ ଏକ ସାଇଟ ବ୍ୟବହାର କରିପାରୁଥିବା ଅନେକ ଜିନିଷ ମଧ୍ୟରୁ ବିଜ୍ଞାପନ ବିଷୟ କେବଳ ଗୋଟିଏ ଅଟେ। ବିଜ୍ଞାପନ ବିଷୟ ବିନା ମଧ୍ୟ ସାଇଟଗୁଡ଼ିକ ଏବେ ବି ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇପାରିବ କିନ୍ତୁ ସେଗୁଡ଼ିକ କମ ପର୍ସନାଲାଇଜ କରାଯାଇପାରେ। <ph name="BEGIN_LINK_1" />ଆପଣଙ୍କ ବିଜ୍ଞାପନ ଗୋପନୀୟତାକୁ ପରିଚାଳନା କରିବା<ph name="END_LINK_1" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="4598427486995631491">ଆପଣଙ୍କ IP ଠିକଣା ଲୁଚାନ୍ତୁ</translation>
<translation id="6371812158043974664">ଆପଣ Chromiumରେ ସାଇନ ଇନ କଲେ ଏହି ସେଟିଂ ଆପଣଙ୍କ IP ଠିକଣାକୁ ପ୍ରାଇଭେଟ ରଖିବାରେ ସାହାଯ୍ୟ କରେ। ଯଦି ଏକ ସାଇଟ ଆପଣଙ୍କୁ ଟ୍ରାକ କରୁଛି ବୋଲି Chromium ସନ୍ଦେହ କରେ ତେବେ ଆପଣଙ୍କର କିଛି ଟ୍ରାଫିକ ଗୋପନୀୟତା ସର୍ଭରଗୁଡ଼ିକ ମାଧ୍ୟମରେ ପଠାଯାଇପାରେ। <ph name="LINK_BEGIN" />IP ସୁରକ୍ଷା କିପରି କାର୍ଯ୍ୟ କରେ<ph name="LINK_END" /> ସେ ବିଷୟରେ ଅଧିକ ଜାଣନ୍ତୁ</translation>
<translation id="7040031291654706261"><ph name="BEGIN_LINK" />IP ସୁରକ୍ଷା କିପରି କାମ କରେ<ph name="END_LINK" /> ତାହା ଜାଣନ୍ତୁ</translation>
</translationbundle>