<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1156061499538526818">ଆପଣଙ୍କ କାର୍ଯ୍ୟସ୍ଥଳୀ ଆକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ ହୋଇଛି। ଆପଣଙ୍କ କାର୍ଯ୍ୟସ୍ଥଳୀ ଆକାଉଣ୍ଟ ସହ ଆପଣଙ୍କ Windows ଆକାଉଣ୍ଟକୁ ସିଙ୍କ୍ କରିବା ପାଇଁ ଆପଣଙ୍କର Windows ପାସୱାର୍ଡ ଲେଖନ୍ତୁ।</translation>
<translation id="1383286653814676580">Google କ୍ରେଡେନ୍ସିଆଲ୍ ପ୍ରଦାନକାରୀ ସାଇନ୍ ଇନ୍ ପୃଷ୍ଠାକୁ ଚଲାଇବାରେ ବ୍ୟବହୃତ ହୁଏ।</translation>
<translation id="2048923169632968961">ଆପଣଙ୍କ କାର୍ଯ୍ୟସ୍ଥଳୀ ଆକାଉଣ୍ଟ ପାସୱାର୍ଡକୁ ଆପଣଙ୍କ Windows ପ୍ରୋଫାଇଲ ସହ ସିଙ୍କ କରିବା ସମୟରେ ଏକ ତ୍ରୁଟି ଦେଖାଦେଲା। ଦୟାକରି ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="2515346402363002066">ଆପଣଙ୍କର ସେସନ୍ ସମାପ୍ତ ହୋଇଯାଇଛି। ଆପଣଙ୍କର କାର୍ଯ୍ୟସ୍ଥଳୀ ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ।</translation>
<translation id="2549902055700841962">ଆପଣଙ୍କର କାର୍ଯ୍ୟସ୍ଥଳୀ ଆକାଉଣ୍ଟରେ ସାଇନ୍ ଇନ୍ କରିପାରିବ ନାହିଁ। ଦୟାକରି ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="2566603360883977759">ଏହି ଇମେଲ୍ ସହ ସାଇନ୍ ଇନ୍ କରିବାକୁ ଅନୁମତି ନାହିଁ। ଆପଣ ୱାର୍କ କିମ୍ବା ସ୍କୁଲ୍ ପାଇଁ ବ୍ୟବହାର କରୁଥିବା ଆକାଉଣ୍ଟ ସହ ପୁଣି ଚେଷ୍ଟା କରନ୍ତୁ। ଯଦି ଆପଣ ଏବେ ବି ସାଇନ୍ ଇନ୍ କରିପାରୁନାହାଁନ୍ତି, ତେବେ ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="2844349213149998955">ଏହି ଡିଭାଇସ୍ରେ ଏକ ବ୍ୟକ୍ତିଗତ ଆକାଉଣ୍ଟ ସହ ସାଇନ୍ଇନ୍ କରିବାର ଅନୁମତି ନାହିଁ। ଦୟାକରି ଏକ କାର୍ଯ୍ୟ ଆକାଉଣ୍ଟ ସହ ଲଗ୍ଇନ୍ କରନ୍ତୁ।</translation>
<translation id="3217145568844727893">ଯଦି ଆପଣ ଆପଣଙ୍କର ବର୍ତ୍ତମାନର Windows ପାସୱାର୍ଡ ନଲେଖି ଜାରି ରଖୁଛନ୍ତି, ତେବେ ଆପଣ ଏହି ଡିଭାଇସରୁ ସ୍ଥାୟୀ ଭାବେ ଡାଟା ହରାଇପାରନ୍ତି।</translation>
<translation id="3306357053520292004">ଏହି ଆକାଉଣ୍ଟ ବ୍ୟବହାର କରି ଏହି କମ୍ପ୍ୟୁଟରରେ ଜଣେ ୟୁଜରଙ୍କୁ ପୂର୍ବରୁ ଯୋଗ କରାଯାଇଥିଲା ଦୟାକରି, ଏକ ଅଲଗା ଆକାଉଣ୍ଟରେ ସାଇନ ଇନ କରନ୍ତୁ।</translation>
<translation id="3355053591933237049">ଆପଣଙ୍କର ଡିଭାଇସ୍ ଇଣ୍ଟର୍ନେଟ୍ ସହ ସଂଯୋଗ ଥିବା ସୁନିଶ୍ଚିତ କରି ପୁଣି ଚେଷ୍ଟା କରନ୍ତୁ</translation>
<translation id="3926852373333893095">କେବଳ Gsuite Enterprise ଉପଯୋଗକର୍ତ୍ତାମାନଙ୍କୁ ଲଗ୍ଇନ୍ କରିବା ପାଇଁ ଅନୁମତି ଅଛି।</translation>
<translation id="399130515869721714">ଏହି ଡିଭାଇସରେ Chrome ଇନଷ୍ଟଲ୍ କରିବା ସମୟରେ ଏକ ତ୍ରୁଟି ଦେଖାଦେଇଥିବାରୁ Google ସାଇନ୍ ଇନ୍ ସ୍କ୍ରିନ୍ ଖୋଲି ହେବ ନାହିଁ। ଆପଣଙ୍କର ଆଡମିନିଷ୍ଟ୍ରେଟରଙ୍କ ସହିତ ଯୋଗାଯୋଗ କରନ୍ତୁ।</translation>
<translation id="4057329986137569701">ଏକ ଇଣ୍ଟର୍ନଲ୍ ତ୍ରୁଟି ଘଟିଲା।</translation>
<translation id="4267670563222825190">ଆପଣଙ୍କର ଆକାଉଣ୍ଟ ପାଇଁ କୌଣସି ଡୋମେନ ୟୁଜର ମିଳିଲେ ନାହିଁ। ଆପଣଙ୍କର ଆଡମିନିଷ୍ଟ୍ରେଟର ସହ କଣ୍ଟାକ୍ଟ କରନ୍ତୁ।</translation>
<translation id="4744575902940448763">ଆପଣଙ୍କର ସଂସ୍ଥା ଦ୍ୱାରା ଆପଣଙ୍କ ଡିଭାଇସରେ ପାସୱାର୍ଡ ଅପଡେଟଗୁଡ଼ିକ ପ୍ରତିବନ୍ଧିତ କରାଯାଇଥିବାରୁ ଆପଣଙ୍କର କାର୍ଯ୍ୟସ୍ଥଳୀ ଆକାଉଣ୍ଟ ପାସୱାର୍ଡ ଆପଣଙ୍କ Windows ପ୍ରୋଫାଇଲକୁ ସିଙ୍କ୍ କରାଯାଇପାରିଲା ନାହିଁ। ସହାୟତା ପାଇଁ ଆପଣଙ୍କର ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="5186761973554910131">ପାସୱାର୍ଡ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ସମୟରେ ଅବୈଧ କମ୍ପ୍ୟୁଟର୍ ନାମ ପ୍ରଦାନ କରାଯାଇଛି। ଦୟାକରି ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କୁ ଯୋଗାଯୋଗ କରନ୍ତୁ।</translation>
<translation id="5265714013989877288">ଆପଣଙ୍କର Windows ପାସୱାର୍ଡ ପରିବର୍ତ୍ତନ କରିବା ସମୟରେ ଏକ ତ୍ରୁଟି ଦେଖାଦେଇଥିବାରୁ, ଏହା ଜାରି ରଖିପାରିବେ ନାହିଁ। ଦୟାକରି ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="5581861273642234526">ଅନ୍ୟ ଏକ କାର୍ଯ୍ୟସ୍ଥଳୀ ଆକାଉଣ୍ଟ ଏହି ଡିଭାଇସ୍ ସହିତ ପୂର୍ବରୁ ସମ୍ବନ୍ଧିତ ଅଛି। ଆପଣଙ୍କ Windows ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ।</translation>
<translation id="6033715878377252112">Windows Helper ପାଇଁ Google କ୍ରେଡେନ୍ସିଆଲ୍ ପ୍ରଦାନକାରୀ</translation>
<translation id="6149399665202317746">Windows ପାଇଁ Google କ୍ରେଡେନ୍ସିଆଲ୍ ପ୍ରଦାନକାରୀ</translation>
<translation id="6243062314475217481">ଆପଣଙ୍କ କାର୍ଯ୍ୟସ୍ଥଳୀ ଆକାଉଣ୍ଟର ପାସୱାର୍ଡ Windows ପାଇଁ ଜଟିଳତା ଆବଶ୍ୟକତାଗୁଡ଼ିକ ସହ ମେଳ ଖାଉନାହିଁ। ସହାୟତା ପାଇଁ ଆପଣଙ୍କର ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="6463752215771576050">ଏଣ୍ଟରପ୍ରାଇଜ୍ ପରିଚାଳନା ପାଇଁ ଏହି କମ୍ପ୍ୟୁଟର୍ର ନାମାଙ୍କନ କରିବାକୁ ଅକ୍ଷମ। ଦୟାକରି, ଏକ ଅଲଗା ୱର୍କ ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ।</translation>
<translation id="6582876473835446261">Windows ପାସୱାର୍ଡ ଭୁଲ୍ ଅଛି। ପୁଣି ଚେଷ୍ଟା କରନ୍ତୁ।</translation>
<translation id="6657585470893396449">ପାସ୍ୱର୍ଡ</translation>
<translation id="6976261330898712570">ଏହି ଡିଭାଇସ୍ ଏପର୍ଯ୍ୟନ୍ତ ଆପଣଙ୍କର ସଂସ୍ଥାର ଡିଭାଇସ୍ ପରିଚାଳନା ସହ ପଞ୍ଜିକରଣ କରାଯାଇନାହିଁ। ଆପଣଙ୍କର କାର୍ଯ୍ୟସ୍ଥଳୀ ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ।</translation>
<translation id="7209941495304122410">Windowsର ପାସ୍ୱାର୍ଡ ଲେଖନ୍ତୁ</translation>
<translation id="74122330823428762">ଏହି ଡିଭାଇସ ଲକ କରିଥିବା ୟୁଜର କେବଳ ସାଇନ ଇନ କରିପାରିବେ</translation>
<translation id="7536769223115622137">କାର୍ଯ୍ୟ ଆକାଉଣ୍ଟ ଯୋଗ କରନ୍ତୁ</translation>
<translation id="7884688232028658212">ଆପଣଙ୍କ ୱାର୍କ ଆକାଉଣ୍ଟ ମାଧ୍ୟମରେ ସାଇନ ଇନ କରନ୍ତୁ</translation>
<translation id="8109730953933509335">ଅବୈଧ ୟୁଜରଙ୍କ ପାଇଁ ପାସୱାର୍ଡ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇଛି। ଦୟାକରି ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କୁ କଣ୍ଟାକ୍ଟ କରନ୍ତୁ।</translation>
<translation id="8448455363630347124">ଅତ୍ୟଧିକ ଭୁଲ ପାସୱାର୍ଡ ପ୍ରଚେଷ୍ଟା ଯୋଗୁଁ ଆପଣଙ୍କର ଆକାଉଣ୍ଟ ଅକ୍ଷମ କରାଯାଇଛି। ଆପଣଙ୍କର ଆକାଉଣ୍ଟ ସକ୍ଷମ କରିବାକୁ ଆପଣଙ୍କର ଆଡମିନିଷ୍ଟ୍ରେଟରଙ୍କ ସହ ଯୋଗାଯୋଗ କରନ୍ତୁ।</translation>
<translation id="8453641970025433267">ଏହି ଆକାଉଣ୍ଟରେ ସାଇନ୍ ଇନ୍ କରିବାକୁ ଆପଣଙ୍କ ଆଡମିନିଷ୍ଟ୍ରେଟର୍ ଆପଣଙ୍କୁ ଅନୁମତି ଦେବେ ନାହିଁ। ଏକ ଭିନ୍ନ ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="8639729688781680518">Windows ପାସ୍ୱାର୍ଡ ଭୁଲି ଯାଇଛନ୍ତି</translation>
<translation id="866458870819756755">ଜଣେ ୟୁଜର ତିଆରି କରାଯାଇପାରିଲା ନାହିଁ।</translation>
<translation id="9055998212250844221">Windows ପାଇଁ Google କ୍ରେଡେନସିଆଲ ପ୍ରଦାନକାରୀଙ୍କ ଦ୍ୱାରା ତିଆରି କରାଯାଇଥିବା ୟୁଜର ଆକାଉଣ୍ଟ</translation>
</translationbundle>